୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା : ଭାରତ ବାୟୋଟେକ୍

ହାଇଦ୍ରାବାଦ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନି ଭାରତ ବାୟୋଟେକ କହିଛି ଯେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ବଜାରକୁ ଆସିବ। କୋଭାକ୍ସିନର ୩ୟ ଅର୍ଥାତ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନିକୁ ନିକଟରେ ଅନୁମତି ମିଳିଥିଲା। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିବ। ତେବେ ଯଦି … Continue reading ୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା : ଭାରତ ବାୟୋଟେକ୍